ଦେଶର କରୋନା ସଂକ୍ରମିତ ସଂଖ୍ୟା ୬.୨ ଦିନରେ ଦୁଇଗୁଣ ହେଉଛନ୍ତି, ଲକଡାଉନ ପୂର୍ବରୁ ୩ ଦିନରେ ଦୁଇଗୁଣ ହେଉଥିଲେ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଓଡ଼ିଶା ସମେତ ୧୯ଟି ରାଜ୍ୟର ଦ୍ୱିଗୁଣିତ ହାର ଜାତୀୟ ହାରଠାରୁ କମ ରହିଛି ନୂଆଦିଲ୍ଲୀ : ଲକଡାଉନ ପୂର୍ବରୁ ଦେଶରେ କରୋନା ସଂକ୍ରମଣର ଦ୍ୱିଗୁଣିତ ହାର (ଡବଲିଂ ରେଟ) ମାତ୍ର ୩ ଦିନ ଥିଲା, କିନ୍ତୁ ଏବେ ତାହା ୬.୨ ଦିନକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ସମେତ ୧୯ଟି ରାଜ୍ୟର ଦ୍ୱିଗୁଣିତ ହାର … Continue reading ଦେଶର କରୋନା ସଂକ୍ରମିତ ସଂଖ୍ୟା ୬.୨ ଦିନରେ ଦୁଇଗୁଣ ହେଉଛନ୍ତି, ଲକଡାଉନ ପୂର୍ବରୁ ୩ ଦିନରେ ଦୁଇଗୁଣ ହେଉଥିଲେ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ